ପଞ୍ଚତନ୍ତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

=== ସଂସ୍କୃତ - ବିଶେଷ୍ୟ - (ପଞ୍ଚ+ତନ୍ତ୍ର=ନୀତ) ପ୍ରଚୀନ ମିହିଲାରୋପ୍ୟନଗରର ରାଜପୁତ୍ରମାନଙ୍କଜ ନୀତିଶିକ୍ଷା ନିମନ୍ତେ ପଣ୍ତିତ ବିଷ୍ଣୁଶର୍ମାଙ୍କ କର୍ତ୍ତୃକ ରଚିତ (ମିତ୍ରଭେଦ, ମିତ୍ରପ୍ରାପ୍ତି, କାକୋଲୁକ, ଲବ୍ଧକଷ୍ଟ ଓ ଅସଂପ୍ରେକ୍ଷକାରିତା) ଏହି ପଞ୍ଚଭାଗରେ ବିଭକ୍ତ ନୀତିଶାସ୍ତ୍ରବିଶେଷ —Title of a Sanskrit moral reader by Bishun Sarma.

[ଦ୍ରଷ୍ଟବ୍ୟ —ଏହି ଗ୍ରନ୍ଥ ବହୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଭାଷାରେ ଅନୁଦିତ ହୋଇଅଛି ୬ଷ୍ଠ ଶତାଦ୍ଦୀରେ ପାରସ୍ୟ ଭାଷାରେ, ୯ମ ଶତୀଦ୍ଦୀରେ ଆରବୀ ଭାଷାରେ ଏବଂ ପରେ ହୀବ୍ରୁ, ଗ୍ରୀକ୍, ଲାଟିନ, ଶିରୀୟ ପ୍ରଭୃତ ଏବଂ ଆଧୁନିକ ଜର୍ମାନ୍, ଇଂରାଜୀ, ଫରାସୀ ଆଦି ଇଉରୋପୀୟ ପ୍ରାୟ ସମସ୍ତ ଭାଷାରେ ଏହା ଅନୁଦିତ ହୋଇ ଇଂରାଜିରେ 'ପିଲ୍ପେଙ୍କ ଗଳ୍ପ' (pilpay's fable) ନାମରେ ପ୍ରଚଳିତ ହେଲା ଏହାର ଆରବୀ ଅନୁବାଦର ନାମ 'ବିଦ୍ ପାଇ' ଏହି ଗ୍ରନ୍ଥରୁ ସଂସ୍କୃତ ହିତୋପଦେଶର କାହୀଣୀମାନ ସଂଗୃହୀତ]