ପଛୁଆ
ପଛୁଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - ପୁଲିଙ୍ଗ -
ସମ୍ପାଦନା- ୧. ପଶ୍ଚାଦ୍ୱର୍ତ୍ତୀ — ୧. Backward.
- ୨. ପଶ୍ଚାତ୍ ଆଗତ —୨. Arrived later.
- ୩. ଯେ ପଛଘୁଞ୍ଚା ଦିଏ — ୩. One who moves backward.
- ୪. ସେ ସବୁ କାର୍ଯ୍ୟ ସମସ୍ତଙ୍କ ପଛରେ କରେ; ଅଳସୁଆ — ୪. Lazy; laggard.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାଅନୁଚର; ଭୃତ୍ୟ — Attendant; retinue.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
ସମ୍ପାଦନାମଞ୍ଚା ଉପରେ ବାଣୁଆକୁ ସାହାଯ୍ୟ କରିବାପାଇଁ ଓ ବିପଦବେଳେ ଗୁଳି ଆଦି ଚଳାଇବା ସକାଶେ ସମର୍ଥ ଅର୍ଦ୍ଦଳିବିଶେଷ —An orderly to help the hunter on the man̄chā.
ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -
ସମ୍ପାଦନାଯେ ବିଳମ୍ୱରେ ଶେଯରୁ ଉଠେ — Rising from bed late in the morning.