ପଛ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ଆଗ—ବିପରୀତ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଶ୍ଚାତ୍; ପ୍ରା. ପଚ୍ଛା)

ସମ୍ପାଦନା
୧. ପୃଷ୍ଠ ଦେଶ — ୧. Back; hind part.
୨. ପୂର୍ବବତ୍ତୀ କାଳ —୨. Past time.
୩. ପରବର୍ତ୍ତୀ କାଳ —୩. Future time.
୪. ଶେଷ ଭାଗ —୪. The latter part.

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା
୧. ପଶ୍ଚାଦ୍ୱର୍ତ୍ତୀ —୧. Situate behind.
୨. ପଶ୍ଚାଦ୍ ଗମନକାରୀ —୨. Following.
୩. ପରେ ଆସିବା —୩. Coming later.
୪. ଅତୀତ; ପୂର୍ବେ ଘଟିଥିବା —୪. Past; previous.
୫. ଅନ୍ୟର ପରେ ବା ବିଳମ୍ୱରେ କୌଣସି କାର୍ଯ୍ୟକାରୀ (ବ୍ୟକ୍ତି) — ୫. Performing a work later than another; behind hand; tardy.

(ଯଥା—ଆଗ ସୁନା ପାଗ, ପଛ ଗୁହ ପୋଛ—ଶିଶୁବଚନ)