ପଚାରିବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ପ୍ରଚ୍ଛ୍ ଧାତୁ)

ସମ୍ପାଦନା
୧. ପ୍ରଶ୍ନ କରିବା — ୧. To question; to ask.

ପଚାରିବଟି କଟି କୃଶାକୁରେ କବିସୂର୍ଯ୍ୟ ସଙ୍ଗୀତ

୨. ତତ୍ତ୍ୱ ନେବା —୨. To enquire; to make enquiries.

ଗୋ ପ୍ରିୟ ସହି ବିଚାରିଲେ ପଚାରିଲେ ନାହିଁ ଗୋଲକ. ଇନ୍ଦୁରେଖା