ପଚାରିବା
ପଚାରିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାପଚାରିବା
|
ଦେଶଜ - କ୍ରି. (ସଂସ୍କୃତ - ପ୍ରଚ୍ଛ୍ ଧାତୁ)
ସମ୍ପାଦନା- ୧. ପ୍ରଶ୍ନ କରିବା — ୧. To question; to ask.
ପଚାରିବଟି କଟି କୃଶାକୁରେ କବିସୂର୍ଯ୍ୟ ସଙ୍ଗୀତ
- ୨. ତତ୍ତ୍ୱ ନେବା —୨. To enquire; to make enquiries.
ଗୋ ପ୍ରିୟ ସହି ବିଚାରିଲେ ପଚାରିଲେ ନାହିଁ ଗୋଲକ. ଇନ୍ଦୁରେଖା