ପଚା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ପଚ୍ ଧାତୁ)

ସମ୍ପାଦନା
୧. ପୋଚିଆ; ସଢ଼ା; ଗଳିତ — ୧. Putrid; rotten.
୨. ନଷ୍ଟ; ବିକୃତି — ୨. Spoiled, decayed; putrefied.

ଦଇବେ କୁଶଅଗ୍ରେ କଟିଗଲା ହାତ ତହିଁରୁ ପଚା ହୋଇ ବହିଲା ରକତ—କୃଷ୍ଣସିଂହ. ମହାଭାରତ. ବନ

୩. ପୂଜପୂର୍ଣ୍ଣ ହୋଇଥିବା କ୍ଷତ — ୩. Gangrenous.
୪. ଈଷତ୍ ନୀଳବର୍ଣ୍ଣ — ୪. Bluish; of bluish colour.

ଯେଉଁ ଗଜରାଜର ବସନ୍ତସଜ ପଚା ଭୂଷଣେ ଅତି ତୋରକ ତେଜ— ବ୍ରଜନାଥ. ସମରତରଙ୍ଗ

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ରତ୍ନବିଶେଷ —୧. A kind of gem.
୨. ପଚାଇବା କ୍ରିୟା — ୨. The act of ripening.