ପଙ୍କଜନୟନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପଙ୍କଜନୟନା, ପଙ୍କଜନୟନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ପଙ୍କଜ+ନୟନ) ସମ୍ପାଦନା

ପଦ୍ମ ପରି ସୁନ୍ଦର ଚକ୍ଷୁଯୁକ୍ତ —Lotus-eyed; with eyes as beautiful as the lotus petals.