ପଙ୍କଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ପଙ୍କ+ଜନ୍ ଧାତୁ+ କର୍ତ୍ତୃ. ଅ) ସମ୍ପାଦନା

୧. ପଦ୍ମ — ୧. Lotus.
୨. ସାରସପକ୍ଷୀ —୨. A kind of Indian crane.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ଲୋକଙ୍କ ନାମ —Name given to males.

[ଦ୍ରଷ୍ଟବ୍ୟ —ଏହା ଯୋଗରୂଢ଼ ଶବ୍ଦ]