ପଗଲାଇବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

(ପଗଳାମି କରା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ବାରଚାଉଳେଇ କଥା କହିବା; ପାଗଳ ପରି କଥା କହିବା —୧. To talk like a mad man.
୨. କଥାରେ ଭଣ୍ଡାଇ ଦେବା — ୨. To inveigle.