ପଗଡ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ପ୍ରଗ୍ରହ) ସମ୍ପାଦନା

୧. ଧରିବା; ଗିରଫଦାର୍ କରିବା — ୧. To arrest; to seize.

ଗଉତମ ହିଜକୁ ବାଟରେ ପଗଡ଼ି ଆସିଲେ ବାବୁଠାକୁ କ୍ରୋଧେ ଦାନ୍ତ ଭିଡ଼ି—କୃଷ୍ଣସିଂହ. ମହାଭାରତ. ବନ

୨. ଜୋର କରି ଧରିବା —୨. To hold tight.
୩. ଆକ୍ରମଣ କରିବା —୩. To attack.