ପଖା ଖସାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ପଖା ଖସାଇ ଦେବା, ପଖା ଭାଙ୍ଗିବା] ପଖା ଭାଙ୍ଗିଦେବାଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

ମାଡ଼ଦ୍ୱାରା ହାତର ଡେଣାକୁ ସ୍ୱସ୍ଥାନଚ୍ୟୁତ କରିବା —To displace the arm from its socket by blows.

ଗଉଡ଼ ଭଣ୍ଡାରି ଗୋଖା, ନିତି ଭାଙ୍ଗୁଥିବ ପଖା ତେବେ ସେ ଯାଇ ଦେବେ ଦେଖା ଢ଼ଗ