ପଖାଳ କରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ପଖାଳକେରା, ପଖାଳକେରିଆଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରକ୍ଷାଳନ) ସମ୍ପାଦନା

ଘରେ ପିନ୍ଧା ଯିବା ଲୁଗା; ରାତିପିନ୍ଧା; ଯେଉଁ ଲୁଗା ପ୍ରତିଦିନ ଧୁଆଯାଏ — A cloth worn every day at home and washed daily.