ପଖାଳିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ପ୍ରକ୍ଷାଳନ) ସମ୍ପାଦନା

୧. ଧୋଇବା; ପ୍ରକ୍ଷାଳନ କରିବା —୧. To wash.

କରି ତ୍ରିଫଳା ଜଳେ ମୁଖ ପଖାଳି ଦୀନକୃଷ୍ଣ ରସକଲ୍ଲୋଳ

୨. ତବତଭାତରେ ପାଣି ପୂରାଇବା —୨. To moisten boiled rice with water.