ପଖାବାଡି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଜାହାଜିଆ ଭାଷା) ସମ୍ପାଦନା

ଚକ୍ରଯୁକ୍ତ ଯନ୍ତ୍ରର ପରିଧିରେ ଧରିବାପାଇଁ ବାହାରିଥିବା କାଠି —(nautical) The handles on the periphery of the wheel which controls the rudder of a ship.

ବାଉର ପଖାବାଡ଼ି ଧରିଥିବା ଛଜଣ ଖଲାସି ଡ଼ାକିଲେ ଫକୀରମୋହନ, ଗଳ୍ପସ୍ୱଳ୍ପ