ପଖା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷ) ସମ୍ପାଦନା

୧. କଡ଼; ପାର୍ଶ୍ୱ — ୧. Side; flank.

ପଖା ପିଠି ମୁଣ୍ଡ ନାକ କାନରେ ଶର, ମଣ୍ଡି ହୋଇଲେ ଦୁଇକଳ ଯୋଦ୍ଧା ନର କୃଷ୍ଣସିଂହ, ମହାଭାରତ, ଦ୍ରୋଣ

୨. ଖୁଆମୁଣ୍ଡି; ବାହୁର ମୂଳ —୨. The root of the arm.
୩. କାନ୍ଧପାଖ ହାଡ଼ —୩. Shoulder blade.
୪. ଚୁଲିର ରନ୍ଧ୍ର ବା ମୁଖ — ୪. The mouth of an oven.
୫. ବ୍ୟଜନ; ପଙ୍ଖା —୫. Fan.

ସ୍ତୀରୀମାନେ ଯେ ପଙ୍ଖାମାନ ପକାଇଲେ ପୁରୋହିତ ସମାଗାନ ଆରମ୍ଭିଲେ—କୃଷ୍ଣସିଂହ. ମହାଭାରତ