ପଖଉଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପଖୋଜ, ପଖାବଜ୍ଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷ=ପାର୍ଶ୍ୱ+ଆ ଅବାଜ୍=ଶବ୍ଦ; ପାର୍ଶ୍ୱ ଦେଶରେ ଏହା ବାଜିବା ହେତୁ) ସମ୍ପାଦନା

ଦୁଇ ପାଖରେ ଚର୍ମାନଦ୍ଧ ଗୋଲ ଓ ଲମ୍ୱ ବାଦ୍ୟ— ବିଶେଷ; ଢ଼ୋଲକୀ; ମର୍ଦ୍ଦଳ — A cylindrical drum covered with skin on both ends; Tambourine.