ପକ୍ୱାଧାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପକ୍ୱାଧାର, ପକ୍ୱାଶୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; କର୍ମଧା; ପକ୍ୱ+ ଅଧୀନ) ସମ୍ପାଦନା

ପାକସ୍ଥଳୀ; ପାକାଶୟ —The stomach; the digestive organs.