ପକ୍ଷ ଧରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

(ପକ୍ଷ ନେବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

ସମ୍ପାଦନା
୧. ବିବାଦରେ କୌଣସି ପକ୍ଷ ଗ୍ରହଣ କରିବା — ୧. To take a side in a dispute.

ପାଣ୍ଡୁ ସୂତଙ୍କର ତୁମ୍ଭର ହେଲେ ଗୋଳ, ପକ୍ଷ ଧରି ରହିବାକୁ ମୋର ନାହିଁ ବଳ କୃଷ୍ଣସିଂହ. ମହାଭାରତ

୨. ପକ୍ଷପାତୀ ହେବା; ଏକ ପକ୍ଷ ପ୍ରତି ଅନ୍ୟାୟରେ ଆସକ୍ତ ହେବା —୨. To be partical to one party.