ପକ୍ଷ ଦ୍ୱାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ପକ୍ଷ+ଦ୍ୱାର) ସମ୍ପାଦନା

୧. ବାଡ଼ିଦୁଆର; ଗଳି କବାଟ — ୧. Back door.
୨. ପାର୍ଶ୍ୱଦ୍ୱାର —୨. Side door.
୩. ଗଳି କବାଟ; ଚୋରି କବାଟ —୩. Trap door.