ପକ୍ଷ୍ମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ପକ୍ଷ୍ ଧାତୁ=ଗ୍ରହଣ କରିବା+ କର୍ମ. ମନ୍; ପକ୍ଷ୍ମନ୍ ଶବ୍ଦ ୧ମା. ୧ବ) ସମ୍ପାଦନା

୧. ନେତ୍ରଚ୍ଛଦ ଲୋମ; ଆଖିର ପତାର଼ ଲୋମ —୧. The eyelashes.
୨. ଲୋମ —୨. Small hair.
୩. ପକ୍ଷୀର ପାଳକ —୩. The down of a bird.
୪. ପୁଷ୍ପକେଶର —୪. The filaments of a flower.
୫. ସୂକ୍ଷ୍ମାଂଶ —୫. Fibre.
୬. ସୂତାର ଅଗ୍ରଭାଗ —୬. The end of a thread.