ପକ୍ଷାନ୍ତରେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପକ୍ଷାନ୍ତରରେ—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଅପର ପକ୍ଷରେ; ଅନ୍ୟଥା; ପରନ୍ତୁ — Otherwise; on the other side; on the other hand.