ପକ୍ଷାଘାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପକ୍ଷ+ ଆଘାତ) ସମ୍ପାଦନା

ବାତ ବ୍ୟାଧିବିଶେଷ; ଏକାଙ୍ଗୀ ବାତ (ଯହିଁରେ ଅଙ୍ଗପ୍ରତ୍ୟଙ୍ଗ ଅବଶ ହୁଏ) —Paralysis; palsey.