ପକ୍ଷପାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ପକ୍ଷ+ ପାତ) ସମ୍ପାଦନା

୧. ଏକ ପକ୍ଷ ପ୍ରତି ଅନ୍ୟାୟ ଆସକ୍ତି ୧. Partiality.
୨. ଗୋଟିଏ ପାଖକୁ ଆଉଜିବା —୨. Inclining to ones

ଦେଶଜ - ବିଶେଷଣ - ସମ୍ପାଦନା

ପକ୍ଷପାତୀ — Partial; one sided; prejudiced.