ପକ୍ଷଚର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ପକ୍ଷ+ ଚର୍ ଧାତୁ+ କର୍ତ୍ତୃ. ଅ) ସମ୍ପାଦନା

୧. ଚନ୍ଦ୍ର — ୧. The moon.
୨. ଅନୁଚର —୨. Follower; attandant.
୩. ସହଚର —୩. Companion.
୪. ଦ୍ୱନ୍ଦଚର; ଚକ୍ରବାକ ପକ୍ଷୀ —୪. The ruddy gooes.
୫. ହସ୍ତୀ —୫. Elephant.