ପକ୍କା
ପକ୍କା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାପକ୍କା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ୱ)
ସମ୍ପାଦନାକୋଠାଘର —Masonry building.
ଦେଶଜ - ବିଶେଷଣ - (ସଂସ୍କୃତ - ପକ୍ୱ)
ସମ୍ପାଦନା- ୧. ସୁପରିପକ୍ୱ —୧. Ripe.
- ୨. ଘୃତପକ୍ୱ —୨. Boild or fried in ghee.
ଅନୁବାଦ
ସମ୍ପାଦନାପକ୍କା
|
(କଚ୍ଚା—ବୀପରୀତ)
- ୩. ରନ୍ଧା ହୋଇଥିବା —୩. Cooked.
- ୪. (ଫାରାସୀ - ପକ୍କା) ଚିରସ୍ଥାୟୀ —୪. Permanet
- ୫. ଚୂନ ଓ ପଥର ବା ଇଟାରେ କାମ କରାଯାଇଥିବା — ୫. Masonry; brick-and-lime built
- ୬. ମଜଭୂତ; ସୁଦୃଢ଼ —୬. Strong; substantial; firm.
- ୭. ପ୍ରବୀଣ; ସୁଦକ୍ଷ —୭. Experienced; expert.
- ୮. ଯେ ସବୁକଥାକୁ ତନ୍ନ ତନ୍ନ କରି ଦେଖି କରେ — ୮. Through; square.
- ୯. ଉତ୍ତମରୂପେ କରାଯାଇଥିବା —୯. Well done.
- ୧. ଉତକୃଷ୍ଟ —୧୦. Excellent.