ପକେଟ୍ ଖରଚ
ପକେଟ୍ ଖରଚ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପକେଟ୍ ଓ ଆରବୀ - ଖର୍ଚ)
ସମ୍ପାଦନା- ୧. ବଡ଼ଲୋକଙ୍କ ପିଲାଙ୍କୁ ବାଜେ ବା ସଉକୀନୀ କରିବାପାଇଁ ଦିଆଯିବା ନିର୍ଦ୍ଦିଷ୍ଟ ଧନ —୧. Pocket allowance.
- ୨. ବଡ଼ ଲୋକଙ୍କ ଖାଦ୍ୟ, ପୋଷାକ ଓ ବହିପତ୍ର ଆଦି ପାଇଁ ନିର୍ଦ୍ଧାରିତ ଖରଚ ଛଡ଼ା ବାଜେ ଖରଚ —୨. Private expenses; miscellaaneous expenses.