ପକା ଡ଼ୋଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପକାତୋଳା—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରକ୍ଷେପ+ତୋଳନ) ସମ୍ପାଦନା

୧. ପକାଉଠା (ଦେଖ) - — ୧. Pakā uthā (See)
୨. (ଲକ୍ଷଣାର୍ଥ) ଅଣହେଳା — ୨. (fig) Neglect.