ପକାପକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଦୁଇଜଣ ଧରାଧରି ହୋଇ ପରସ୍ପରକୁ ତଳେ ପକାଇବା —୧. Mutual throwing down of two combatants.
୨. ଦୁଇଜଣ ପରସ୍ପର ଉପରକୁ କୌଣସି ପଦାର୍ଥ ପକାଇବା —୨. Mutual throwingof things at each other.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ପକ୍କା ବା ଠିକଣା ହେଇଥିବା (ବିଷୟ); ସୁସ୍ଥିରୀକୃତ —(any matter) Made permanent of fixed; well settled.