ପଏଶନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର ବିଶେଷ୍ୟ - ସମ୍ପାଦନା

ଲୁଗାର ଭରଣି ସୂତା — The woof of a cloth.

ଦେଶଜ - ବିଶେଷ୍ୟ - (ଲରିଆ; ତୁଳ ହିନ୍ଦୀ - ପସୀନା) ସମ୍ପାଦନା

ଝାଳ; ସ୍ୱେଦ — Sweat; perspiration.