ପଏଣ୍ଟ୍
ପଏଣ୍ଟ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପଏଣ୍ଟ)
ସମ୍ପାଦନା- ୧. (ରେଲବେ ଶବ୍ଦ) ଯେଉଁ ସ୍ଥାନରେ ଗୋଟିଏ ରେଲଲାଇନ୍ ସଙ୍ଗେ ଅନ୍ୟ ଗୋଟିଏ ରେଲଲାଇନ୍ ମିଶିଥାଏ —୧. The point of railway line.
- ୨. (କ୍ରିକେଟଖେଳ) ବାଟ୍ ଧରି ଖେଳୁଥିବା ଖେଳାଳିର ସମ୍ମୁଖରେ ଦକ୍ଷିଣ ଦିଗରେ ଯେଉଁ ବିପକ୍ଷ ପକ୍ଷର ଲୋକ ଜଗିଥାଏ — ୨. The point of a cricket ground.
- ୩. କୌଣସି ବିଷୟରେ ନିର୍ଦ୍ଦିଷ୍ଟ ତର୍କସ୍ଥଳ; କୌଣସି ତର୍କର ବିବାଦୀୟ ସ୍ଥଳ — ୩. The point of an argument or dealing.
ଯଥା—(ମୁଁ ପଏଣ୍ଟ୍ ଛାଡ଼ି କଥା କହିବି ନାହିଁ)