ପଏଣ୍ଟମାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ପଏଣ୍ଟମାନ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପଏଣ୍ଟମନ୍) ସମ୍ପାଦନା

ଯେଉଁ ଲୋକ ଦୁଇ ରେଳଲାଇନର ସଂଯୋଗସ୍ଥଳକୁ ଜଗିବାର ଭାର ଗ୍ରହଣ କରିଥାଏ —Pointsma.

[ଦ୍ରଷ୍ଟବ୍ୟ —ପଏଣ୍ଟମାନ୍ ପଏଣ୍ଟର ଥାଇ ଚାବି ମୋଡ଼ିଦେଲେ ରେଳଗାଡ଼ି ନିର୍ଦ୍ଦିଷ୍ଟ ଲାଇନ୍ ବାଟେ ଗତି କରେ]