ପଉନେ
ପଉନେ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ପୌନେ—ଅନ୍ୟରୂପ)
ଦେଶଜ - ବିଶେଷଣ - (ସଂସ୍କୃତ - ପାଦୋନ; ପ୍ରା ପାଓନ)
ସମ୍ପାଦନାପାଏ ଋଣା; ଏକା ପାଆ କମ — Less by one quarter.
(ଯଥା— ମୋତେ ପଉନେ ଦୁଇ ଟଙ୍କା ଦିଅ= ଟ ୧ ଦିଅ)
[ଦ୍ରଷ୍ଟବ୍ୟ —'ପଉନେ' ଶବ୍ଦ ଓଡ଼ିଆରେ ଚଳୁ ନଥିଲା ଏବେ ହିନ୍ଦି ଓ ବଙ୍ଗଳା ଅନୁକରଣରେ ଗଣିତର ପାଠ୍ୟ ପୁସ୍ତକମାନଙ୍କରେ ଏହି ଶବ୍ଦ ବ୍ୟବହାର ଦେଖାଯାଏ]