ପଇସା ମାଡ଼ି ବସିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଅନ୍ୟର ପ୍ରାପ୍ୟକୁ ଜବରଦସ୍ତି ନେଇ ଯିବା ବା ନ ଦେବା —To forcibly take another's money; to undeservingly refuse or hush up or appropriate another's money or dues; wrongfully not to pay one's dues.