ପଇସା ବୁଡ଼େଇବା
ପଇସା ବୁଡ଼େଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାପଇସା ବୁଡ଼େଇବା
|
(ପଇସା ଡ଼ୁବେଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଅନ୍ୟ ପ୍ରାପ୍ୟ ଧନକୁ ତାକୁ ନ ଦେବା —୧. To permanently withhold paying a person his dues.
- ୨. ଅନ୍ୟର ପ୍ରାପ୍ୟ ଧନକୁ ତମାଦି କରାଇବା — ୨. To cause another's dues to become time-barred or unrealisable.
- ୩. ପଇସା ଗମାଇବା (ଦେଖ) - — ୩. Paisā gamāibā (See)