ପଇସା ବୁଡ଼ିଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ପଇସା ବୁଡ଼ିବା, ପଇସା ଡ଼ୁବିବା, ପଇସା ଡ଼ୁବିଯିବା, ଅନ୍ୟରୂପ

ଦେଶଜ - ବିଶେଷ୍ୟ - ସମ୍ପାଦନା

ଆପଣାର ପ୍ରାପ୍ୟ ଧନ ଅନ୍ୟ ବ୍ୟକ୍ତିଠାରୁ ଆଦାୟ ହେବାର ସମ୍ଭାବନା ଲୋପ ହେବା — The state of one's dues becoming barred or unrealisable.

୨. ଧନରେ ବିଶେଷ କ୍ଷତିଗ୍ରସ୍ତ ହେବା —୨. Suffering of a great loss of money.