ପଇସା ବୁଡ଼ାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇସା ଡ଼ୁବାଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଅନ୍ୟ ପ୍ରାପ୍ୟ ଧନକୁ ତାକୁ ନ ଦେବା —୧. To permanently withhold paying a person his dues.
୨. ଅନ୍ୟର ପ୍ରାପ୍ୟ ଧନକୁ ତମାଦି କରାଇବା — ୨. To cause another's dues to become time-barred or unrealisable.
୩. ପଇସା ଗମାଇବା (ଦେଖ) - — ୩. Paisā gamāibā (See)