ପଇସା ବାଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପଇସା ବୁଆଲା—ଅନ୍ୟରୂପ)

(ପଇସାବାଲୀ, ପଇସାବୁଆଲୀ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଧନବାନ୍; ଧନୀ — ୧. Wealthy; rich.
୨. ଯାହାଠାରେ ଅନେକ ନଗଦ ଟଙ୍କା ଅଛି —୨. Possessing a large amount of ready cash.
୩. ମୂଲ୍ୟବାନ୍ —୩. Costly; valuable.