ପଇସା ପାଣିରେ ପଡ଼ିବା
ପଇସା ପାଣିରେ ପଡ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାପଇସା ପାଣିରେ ପଡ଼ିବା
|
ଦେଶଜ - ବିଶେଷ୍ୟ -
ସମ୍ପାଦନାଖର୍ଚ୍ଚ କରିବାଦ୍ୱାରା ଇସ୍ପିତ ଫଳ ଲାଭ ନ ହେବା; ଅକାରଣ ଅର୍ଥ ବ୍ୟୟ ହେବା —Useless expenditure; expenditure incurred without bearing any fruit.