ପଇସା ପାଡ଼ି ଶୋଇବା

ପଇସା ପାଡ଼ି ଶୋଇବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ଆକ୍ଷାରିକ ଅର୍ଥ—ପଇସାକୁ ବିଛଣାରେ ବିଛାଇ ଶୋଇବା)

ସମ୍ପାଦନା
୧. ଖୁବ୍ ଧନୀ ହେବା —୧. To be immensely rich.
୨. ଧନ ପ୍ରତି ଅତ୍ୟନ୍ତ ଲୋଭସକ୍ତ ବା ମାୟାଗ୍ରସ୍ତ ହେବା — ୨. To have an inordinate attachment for money.
୩. ଅତି କୃପଣ ହେବା —୩. To be very parsimonius or miserly.