ପଇସା ପାଡ଼ି ଶୋଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ଆକ୍ଷାରିକ ଅର୍ଥ—ପଇସାକୁ ବିଛଣାରେ ବିଛାଇ ଶୋଇବା) ସମ୍ପାଦନା

୧. ଖୁବ୍ ଧନୀ ହେବା —୧. To be immensely rich.
୨. ଧନ ପ୍ରତି ଅତ୍ୟନ୍ତ ଲୋଭସକ୍ତ ବା ମାୟାଗ୍ରସ୍ତ ହେବା — ୨. To have an inordinate attachment for money.
୩. ଅତି କୃପଣ ହେବା —୩. To be very parsimonius or miserly.