ପଇସା ଖାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇସା ବୁହାଇବା; ପଇସା ବୋହିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଅବୈଧଭାବରେ ଅନ୍ୟର ଧନ ଅପହରଣ ବ ଆତ୍ମସାତ୍ କରିବା — ୧. To misappropriate another's money.
୨. ଲାଞ୍ଚ ନେବା —୨. To take bribe.
୩. ଆୟକୁ ନିଜେ ନେବା —୩. To appropriate the income.