ପଇସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦରୁ ପାହି; ପାହି ସଦୃଶ୍ୟ=ପଇସା, ବା ସଂସ୍କୃତ - ପାଦ+ଅଂଶ=ପାଦାଂଶ; ତୁଳ. ଇଂରାଜୀ - ପାଇସ) ସମ୍ପାଦନା

୧. ଏକ ଅଣାର ଚତୁର୍ଥାଂସ ଓ ଟଙ୍କାର ୬୪: ଭାଗରୁ ଏକଭାଗ ମୂଲ୍ୟର ତାମ୍ରମୁଦ୍ରା —୧. one pice.
୨. ଧନ —୨. Wealth; riches.

ଆଲୋ ମଉସା, ଜଡ଼ ପଇସା—ଢ଼ଗ

୩. ନଗଦ ଅର୍ଥ —୩. Cash; money.

(ଯଥା—ତା ହାତରେ ବର୍ତ୍ତମାନ ବିସ୍ତର ପଇସା ଅଛି)