ପଇମାସ୍ କମ୍ପାସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇମାସ କମ୍ପାସ, ପଇମାସ ମାପ, ପଇମାସ ଜରୀବ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈମାଇସ୍+ଇଂରାଜୀ - କମ୍ପାସ୍) ସମ୍ପାଦନା

ରାଜସ୍ୱ ସମ୍ୱନ୍ଧୀୟ ବନ୍ଦୋବସ୍ତର ଭୂମି— ଜରିବା —Cadastral survey.