ପଇମାସ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ପୈମାସ, ପଇମାଶ, ପଏମାସ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈମାଇସ୍=ଭୂମିମାପ; ସେଟଲମେଣ୍ଟ୍ ଯୋଗୁଁ ପ୍ରଚଳିତ ଶବ୍ଦ) ସମ୍ପାଦନା

ରାଜସ୍ୱ ବନ୍ଦୋବସ୍ତସଂକ୍ରାନ୍ତ ଭୂମିର ଜରିବ —Revenue survey of land; cadastra survey.