ପଇଦି
ପଇଦି
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ମାନ୍ଦ୍ରାଜ) ବିଶେଷ୍ୟ -
ସମ୍ପାଦନା- ୧. ମାନ୍ଦ୍ରାଜ ପ୍ରଦେଶରେ ପଇଦି ନାମକ ଅଞ୍ଚଳରେ ପ୍ରଚଳିତ ଏକପ୍ରକାର ବିକୃତ ଓଡ଼ିଆ ଭାଷା (ମାନ୍ଦ୍ରାଜ ୧୯୨୧: ସାଲରେ ସେନ୍ସସ୍ ରିପୋର୍ଟ) —୧. A form of the Oriya language spoken by the inhabitants of Paidi in the Madras presidency. (Census Report of ୧୯୨୧).
ପ୍ରାଦେଶିକ - (ପୁରୀ) ବିଶେଷ୍ୟ -
ସମ୍ପାଦନା- ୨. ପିଆଦା; ପୁଲ୍ସ କନିଷ୍ଟବଳ — ୨. Peom; constable.