ପଇତା ପକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଦେହରେ ଯଜ୍ଞୋପବୀତ ଧାରଣ କରିବା —୧. To put on the sacred thread.
୨. ପିନ୍ଧିଥିବା ପଇତାକୁ କାଢ଼ି ପକାଇବା — ୨. To put off the sacred thread.