ପଇଠ ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ପଇଠ ପକା(କେ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଅନ୍ୟ ବ୍ୟକ୍ତି ନିକଟରେ ଧନ ବା ବସ୍ତୁ ପହଞ୍ଚାଇବା —୧. To pay or deliver a thing or money to a person.
୨. (ଖାତକ) ଋଣ କାଗଜର ପୃଷ୍ଠରେ ମହାଜନ ନିକଟରେ ଦାଖଲ କରିଥିବା ଋଣ ବାବଦ୍ ଟଙ୍କା ବା ଧାନର ପରିମାଣ ଉଲ୍ଲେଖ କରିବା —୨. To endorse the part payment of a loan on the back of a bond.