ପଇଠ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଏଠ କରିବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.—(ସଂସ୍କୃତ - ପ୍ରବିଷ୍ଠ) ସମ୍ପାଦନା

୧. ଦାଖଲ କରିବା — ୧. To make payment.
୨. ଅନ୍ୟ ବ୍ୟକ୍ତି ନିକଟରେ ପହଞ୍ଚାଇବା; ଅର୍ପଣ କରିବା — ୨. To deliver.

(ଯଥା—ଟ୍ରେଜରିରେ ଖଜଣା ପଇଠ କରିବା)

୩. ମୁଖସ୍ଥ କରିବା; କଣ୍ଠସ୍ଥ କରିବା — ୩. To get by heart.