ପଇଟିବା
ପଇଟିବା
ଉଚ୍ଚାରଣ
ସମ୍ପାଦନା(ପଇଠିବା—ଅନ୍ୟରୂପ)
ଅନୁବାଦ
ସମ୍ପାଦନାପଇଟିବା
|
(ପଇଟିଯିବା—ଅନ୍ୟରୂପ)
ଦେଶଜ - କ୍ରି. (ସଂସ୍କୃତ - ପ୍ରବିଷ୍ଟ)
ସମ୍ପାଦନା- ୧. ମୁଖସ୍ଥ ହେବା — ୧. To be committed to memory; to be got by heart.
- ୨. (କୌଣସି ବିଦ୍ୟା) ଆୟତ୍ତ ହେବା — ୨. To come under one's control, so that one can recite the passage; to be masterd.
- ୩. (ଘୋଷିଥିବା ବିଷୟ) ସ୍ମୃତ୍ତିପଥାରୁଢ଼ ହେବା — ୩. To be remembered, to occur to one's momory.
(ଯଥା—ଶ୍ଳୋକଟି ମତେ ପଇଟୁ ନାହିଁ)