ପଇଟିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପଇଠିବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

(ପଇଟିଯିବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ପ୍ରବିଷ୍ଟ) ସମ୍ପାଦନା

୧. ମୁଖସ୍ଥ ହେବା — ୧. To be committed to memory; to be got by heart.
୨. (କୌଣସି ବିଦ୍ୟା) ଆୟତ୍ତ ହେବା — ୨. To come under one's control, so that one can recite the passage; to be masterd.
୩. (ଘୋଷିଥିବା ବିଷୟ) ସ୍ମୃତ୍ତିପଥାରୁଢ଼ ହେବା — ୩. To be remembered, to occur to one's momory.

(ଯଥା—ଶ୍ଳୋକଟି ମତେ ପଇଟୁ ନାହିଁ)