ପଇଖାନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପାଖାନା; ପାୟଖାନା) ସମ୍ପାଦନା

୧. ପାଇଖାନା; ମଳ ତ୍ୟାଗର ସ୍ଥାନ —୧. Latrine; privy.
୨. ଝା଼ଡ଼ା ଫେରିବା — ୨. Passing of stools

(ଯଥା—ପିଇଖାନାକୁ ଯିବା)

୩. ମଳ; ବିଷ୍ଠା —୩. Order; stools.

(ଯଥା—ପଇଖାନା ଫେରିବା)