ପଇକାରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ପଇକାରିଆ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈକାରୀ) ସମ୍ପାଦନା

୧. କୋଟା ବିକ୍ରି; ପଣ୍ୟ ଦ୍ରବ୍ୟର ଅଳ୍ପ ଅଳ୍ପ ପରିମାଣରେ ବିକ୍ରୟ —୧. Retail sale or trade.
୨. ଯେଉଁ ପ୍ରଜା ଅନ୍ୟର ଜମିକୁ ଭାଗରେ ଚାଷ କରେ —୨. A royat holding another person's land on half of the produce rent.