ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ପଇକାରି
ଭାଷା
ଦେଖିବେ
ସମ୍ପାଦନା
ପଇକାରି
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈକାରୀ)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Paikāri
ଆଇ.ପି.ଏ.
— pˈʌikˌaɾi
ଅନୁବାଦ
ସମ୍ପାଦନା
ପଇକାରି
ବଙ୍ଗାଳୀ:
পাইকারী
,
পইকারী
ହିନ୍ଦୀ:
पंपारी
(ପଇକାରିଆ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ପୈକାରୀ)
ସମ୍ପାଦନା
୧. କୋଟା ବିକ୍ରି; ପଣ୍ୟ ଦ୍ରବ୍ୟର ଅଳ୍ପ ଅଳ୍ପ ପରିମାଣରେ ବିକ୍ରୟ —୧. Retail sale or trade.
୨. ଯେଉଁ ପ୍ରଜା ଅନ୍ୟର ଜମିକୁ ଭାଗରେ ଚାଷ କରେ —୨. A royat holding another person's land on half of the produce rent.