ପଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଧି) ସମ୍ପାଦନା

୧. ପହି; ଶଗଡ଼ଚକରେ ପରିଧିକୁ ଘେରି— ଥିବା ଲୌହମୟ ବଳୟ —୧. The iron-ring surrounding the rim of a cart.
୨. ଶଗଡ଼ ଚକର ପରିଧିରେ ଯୋଡ଼ା ହୋଇଥିବା କାଠ ଖଣ୍ଡମାନ; ନେମି —୨. The wooden arcs forming the circumference of a wheel.
୩. ଶଗଡ଼ ଚକଦ୍ୱାରା ଭୂମିରେ ଅଙ୍କିତ ରେଖା — ୩. The track or make left by the wheels of a cart; cart-track.
୪. (ସଂସ୍କୃତ - ପରିଧି) କ୍ଷେତର ଚାରି ପାଖେ ଦିଆ ମାଟିର ଉଚ୍ଚ ହିଡ଼ —୪. A high wall of earth raised' round a field with crops in it.



ପଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ପଇଠା, ପୈଟା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁନରାବୃତ୍ତି) ସମ୍ପାଦନା

ପୁନରାବୃତ୍ତି; ମୁଖସ୍ଥିକରଣ — Getting by heart.

ବିଶେଷଣ - ସମ୍ପାଦନା

ମୁଖସ୍ଥ —Got by heart. learnt by rote.