ପଇ
ପଇ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାପଇ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଧି)
ସମ୍ପାଦନା- ୧. ପହି; ଶଗଡ଼ଚକରେ ପରିଧିକୁ ଘେରି— ଥିବା ଲୌହମୟ ବଳୟ —୧. The iron-ring surrounding the rim of a cart.
- ୨. ଶଗଡ଼ ଚକର ପରିଧିରେ ଯୋଡ଼ା ହୋଇଥିବା କାଠ ଖଣ୍ଡମାନ; ନେମି —୨. The wooden arcs forming the circumference of a wheel.
- ୩. ଶଗଡ଼ ଚକଦ୍ୱାରା ଭୂମିରେ ଅଙ୍କିତ ରେଖା — ୩. The track or make left by the wheels of a cart; cart-track.
- ୪. (ସଂସ୍କୃତ - ପରିଧି) କ୍ଷେତର ଚାରି ପାଖେ ଦିଆ ମାଟିର ଉଚ୍ଚ ହିଡ଼ —୪. A high wall of earth raised' round a field with crops in it.
ପଇ
ଉଚ୍ଚାରଣ
ସମ୍ପାଦନା(ପଇଠା, ପୈଟା—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ପୁନରାବୃତ୍ତି)
ସମ୍ପାଦନାପୁନରାବୃତ୍ତି; ମୁଖସ୍ଥିକରଣ — Getting by heart.
ବିଶେଷଣ -
ସମ୍ପାଦନାମୁଖସ୍ଥ —Got by heart. learnt by rote.